ହାସ୍ୟଚ୍ଛଟା Hāsyachchhaṭā
- ସଂ ବି (ହାସ୍ୟ+ଛଟା; 6 ଷ୍ଠୀ ତତ୍; ସନ୍ଧିଯୋଗୁ ଚ୍ଛ) — ହସିବାର ଢଙ୍ଗ — Mode of laughter; manner of laughing
- ସଂ ବି (ହାସ୍ୟ+ଛଟା; 6 ଷ୍ଠୀ ତତ୍; ସନ୍ଧିଯୋଗୁ ଚ୍ଛ) — ହାସ୍ୟଜନିତ ଶୋଭା — Grace due to a person's laugh
- ସଂ ବି (ହାସ୍ୟ+ଛଟା; 6 ଷ୍ଠୀ ତତ୍; ସନ୍ଧିଯୋଗୁ ଚ୍ଛ) — ଶୋଭାଯୁକ୍ତ ହାସ୍ୟ — Graceful laughter