ହାସ୍ୟ ରସ Hāsya rasa

  • ସଂ. ବି — କାବ୍ୟରସବିଶେଷ; ଯାହା ଦେଖିଲେ, ପଢ଼ିଲେ ବା ଶୁଣିଲେ ମନୁଷ୍ୟ ନ ହସିକରି ରହି ପାରେ ନାହିଁ — The sentiment of laughter in literature
  • ସଂ. ବି — (ଦ୍ର—ରସ ତଳେ ଟୀକା ଦେଖ।)