ହାସ୍ୟ ମୁଖ Hāsya mukha

  • ସଂ. ବି [ମ. ପ. ଲୋ] — ହାସ୍ୟଯୁକ୍ତ ବଦନ; ହସ ହସ ମୁହଁ — Laughing face
  • ବିଣ. ପୁଂ [ବହୁବ୍ରୀହି; ହାସ୍ୟ ଅଛି ମୁଖରେ ଯାହାର] — ହସମୁହାଁ; ହସୁରାମୁହାଁ — Having a laughing or smiling face