ହାସ୍ପିଟଲ Hās-piṭal
- ବୈଦେ. ବି—(ଇଂ ହସ୍ପିଟାଲ୍) — ଯେଉଁ ଡାକ୍ତରଖାନାରେ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯାଏ; ଚିକିତ୍ସାଗାର — Hospital for treatment of indoor patients
- ବୈଦେ. ବି—(ଇଂ ହସ୍ପିଟାଲ୍) — [ଦ୍ର—ଯେଉଁ ଡାକ୍ତରଖାନାରେ ରୋଗୀ — (Indoor patients)ଙ୍କୁ ଆଶ୍ରୟ ଦିଆଯାଇ ସେମାନଙ୍କର ଚିକିତ୍ସା କରାଯିବାର ବନ୍ଦୋବସ୍ତ ଥାଏ, ତାହାକୁ ହାସ୍- ପାତାଳ୍(Hospital)ଓ ଯେଉଁ ଡାକ୍ତରଖାନାକୁ ଆସିବା ରୋଗୀ(outdoor patients)ଙ୍କ ରୋଗ ପରୀକ୍ଷା କରାଯାଇ ଔଷଧର ବ୍ଯବସ୍ଥା କରାଯାଇ ବା ଔଷଧ ଦିଆଯାଇ ଯେଝା ଘରକୁ ବିଦାୟକରି ଦିଆଯାଏ, ତାକୁ ଡିସ୍ପେନ୍ସରି(Dispensary)ବୋଲାଯାଏ
- ବୈଦେ. ବି—(ଇଂ ହସ୍ପିଟାଲ୍) — ଯେଉଁ ଶ୍ରେଣୀର ବା ସ୍ଥଳର ରୋଗୀ ଯେଉଁ ହସ୍ପାତାଳ୍ରେ ଚିକିତ୍ସା ପାଆନ୍ତି ସାଧାରଣତଃ ସେହି ନାମ ଅନୁସାରେ ହସ୍ପାତାଳ୍ମାନଙ୍କର ନାମକରଣ ହୁଏ—ଯଥା ଜେନେରଲ୍ ହାସ୍ପାତାଳ୍, ସିଭିଲ୍ ହାସପାତାଳ, ମିଲିଟାରୀ ହାସପାତାଲ, ପୁଲିସ୍ ହାସପାତାଳ, ଜେଲ୍ ହାସପାତାଳ, କଲେରା ହାସ୍— ପାତାଳ, ପିଲଗ୍ରିମ ହାସପାତାଳ, କଲେଜ୍ ହାସପାତାଳ ଇତ୍ୟାଦି]