ହାସ୍ତିକ Hāstika

  • ସଂ. ବି (ହସ୍ତିନ୍+ସମୂହାର୍ଥେ କ) — ହସ୍ତି ସମୂହ; ହାତିପଲ — A herd of elephants
  • ସଂ. ବି (ହସ୍ତିନ୍+ସମୂହାର୍ଥେ କ) — ହସ୍ତ୍ୟାରୋହ; ହାତିରେ ଚଢ଼ିଥିବା ବ୍ଯକ୍ତି — An elephant rider; a rider on an elephant
  • ସଂ. ବି (ହସ୍ତିନ୍+ସମୂହାର୍ଥେ କ) — ମାହୁନ୍ତ — The driver of an elephant (Apte)
  • ବିଣ — ହସ୍ତି ସମ୍ବନ୍ଧୀୟ — Relating to the elephant