ହାସିକା Hāsikā
- ସଂ. ବି (ହସ୍ ଧାତୁ+ଭାବ, ଇକ+ଆ) — ହାସ୍ୟ (ହେମଚନ୍ଦ୍ର) — Laughter
- ସଂ. ବି (ହସ୍ ଧାତୁ+ଭାବ, ଇକ+ଆ) — ହାସ୍ୟରସ — The sentiment producing laughter
- ସଂ. ବି (ହସ୍ ଧାତୁ+ଭାବ, ଇକ+ଆ) — (ହସ୍ ଧାତୁ ଣିଚ. ହାସି ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଅ) ବିଦୁଷିକା; ବଚନ ଚାତୁର୍ଯ୍ୟ ବା ଅଙ୍ଗଭଙ୍ଗୀ ଦ୍ୱାରା ହାସ୍ୟୋଦ୍ରେକକାରିଣୀ ଦାସୀ — 3. A woman who by her movements causes people to laugh; a female jester
- ସଂ. ବି (ହସ୍ ଧାତୁ+ଭାବ, ଇକ+ଆ) — (ବୈଦିକ) ଚନ୍ଦ୍ର — (vedic) The moon
- ସଂ. ବି (ହସ୍ ଧାତୁ+ଭାବ, ଇକ+ଆ) — ହସ କୌତୁକ — Mirth; merriment (Apte)