ହାସିଆ ଲିଖିତ Hāsiā likhita

  • ଦେ. ବିଣ (କଚିରିଆ) (ଆ. ହାସିଅହ୍ ଓ ସଂ. ଲିଖିତ) — ଦଲିଲର ପାର୍ଶ୍ୱରେ ଯେଉଁ ମାନଙ୍କ ନାମ ଲେଖା ହୋଇଥାଏ — (persons) Whose names appear on the margin of a document; noted in the margin; marginally noted