ହାସିଆ ଦସ୍ତଖତ୍ Hāsiā dastakhat

  • ବୈଦେ. (ଆ+ଫା.) ବି—[କଚିରିଆ] — ଦଲିଲର ପାର୍ଶ୍ୱଦେଶରେ କରାଯାଇଥିବା ସ୍ୱାକ୍ଷର — Signature on the margin of a document
  • ବୈଦେ. (ଆ+ଫା.) ବି—[କଚିରିଆ] — ଦଲିଲର ପାର୍ଶ୍ୱଦେଶର ସାକ୍ଷୀମାନଙ୍କ ସ୍ୱାକ୍ଷର — The signatures of attesting witnesses on the margin of a deed