ହାସଲ୍ ହେବା Hasal hebā

  • ଦେ. କ୍ରି (କଚିରିଆ) — ପ୍ରାପ୍ତ ହେବା — To be got
  • ଦେ. କ୍ରି (କଚିରିଆ) — ଉପାର୍ଜିତ ହେବା — To be aquired or earned
  • ଦେ. କ୍ରି (କଚିରିଆ) — ଆବାଦ ହେବା — To be reclaimed or cultivated
  • ଦେ. କ୍ରି (କଚିରିଆ) — ନିଷ୍ପନ୍ନ ହେବା — To be accomplished