ହାସଲ୍ କରିବା Hāsal karibā

  • ଦେ. କ୍ରି (କଚିରିଆ) — (ଧନ ବା ସମ୍ପତ୍ତି, ଫଳ, ଫସଲ) ପାଇବା — To get (property etc.)
  • ଦେ. କ୍ରି (କଚିରିଆ) — (ଧନ ବା ସମ୍ପତ୍ତି) ଅର୍ଜନ କରିବା — To earn or aquire (wealth)
  • ଦେ. କ୍ରି (କଚିରିଆ) — (ବିଦ୍ୟାଆଦି) ଲାଭ କରିବା — To aquire (learning)
  • ଦେ. କ୍ରି (କଚିରିଆ) — ଜମି— ଆଦି) ଚାଷ ବା ଆବାଦ କରିବା — To reclaim or bring (land) under cultivation
  • ଦେ. କ୍ରି (କଚିରିଆ) — [ହାକିମଙ୍କଠାରୁ ହୁକୁମ ଆଦି) ପାଇବା; ପ୍ରାପ୍ତ ହେବା — To get or receive (order from an authority)
  • ଦେ. କ୍ରି (କଚିରିଆ) — ଅନ୍ଯ ବ୍ଯକ୍ତିଠାରୁ ହସ୍ତାନ୍ତର ଦ୍ୱାରା ପ୍ରାପ୍ତ ହେବା; ହସ୍ତଗତ କରିବା — To get on transfer from another
  • ଦେ. କ୍ରି (କଚିରିଆ) — (ଯଥା—ମୁଁ 3 ଟଙ୍କା ଖରଚ କରି ମାହାଫିସ ଖାନାରୁ ସହିମୋହରି ନକଲ ହାସଲ କରିଅଛି) — (ଯଥା—ମୁଁ3ଟଙ୍କା ଖରଚ କରି ମାହାଫିସ ଖାନାରୁ ସହିମୋହରି ନକଲ ହାସଲ କରିଅଛି)
  • ଦେ. କ୍ରି (କଚିରିଆ) — ଆଦାୟ କରିବା — To realise