ହାଳାହଳ Hāḻāhaḻa

  • ସଂ. ବି (ହଳାହଳ+ସ୍ୱାର୍ଥେ. ଅ) — ହଳାହଳ; ଉଗ୍ରବିଷ — A very deadly poison
  • ସଂ. ବି (ହଳାହଳ+ସ୍ୱାର୍ଥେ. ଅ) — ଏକ ପ୍ରକାର ବିଷ — A kind of poison
  • ସଂ. ବି (ହଳାହଳ+ସ୍ୱାର୍ଥେ. ଅ) — ଏକ ପ୍ରକାର କୀଟ — A kind of insect