ହାଲ୍ ବାକି Hāl bāki

  • ବୈଦେ. ବିଣ (ଫା)—[ଜମିଦାରୀ ଓ ମହାଜନୀ ସିରସ୍ତା଼] — ଚଳିତ ବର୍ଷର ଓ ପୂର୍ବବର୍ଷମାନଙ୍କ ଦେୟ ବା ପ୍ରାପ୍ୟ — Due or payable for the current and for the past years
  • ବୈଦେ. ବିଣ (ଫା)—[ଜମିଦାରୀ ଓ ମହାଜନୀ ସିରସ୍ତା଼] — ବର୍ତ୍ତମାନ ହିସାବ କରାଯିବାରୁ କୌଣସି ବ୍ଯକ୍ତି ଉପରେ ଫାବିବା ପ୍ରାପ୍ୟ — Amounts found due to a person on taking account now
  • ବି — ଚଳିତ ବର୍ଷର ପ୍ରାପ୍ୟ ଓ ସାବକର ପ୍ରାପ୍ୟ ଧନାଦି — Amounts due or payable for the current as well as for the past years
  • ବି — ଆଜିଦିନ ସୁଦ୍ଧା ଫାବିବା ସବୁ ପ୍ରକାରର ମୋଟ ବାକି — Total dues found on taking account