ହାଲ୍ ଖାତା Hāl khātā
- ବୈଦେ. ବି. (ଫା)—(ଜମିଦାରୀ ଓ ମହାଜନୀ ସିରସ୍ତା) — ଯେଉଁ ଖାତାରେ ଚଳନ୍ତି ହିସାବମାନ ଲେଖାଯାଏ — A book in which the current accounts are entered
- ବୈଦେ. ବି. (ଫା)—(ଜମିଦାରୀ ଓ ମହାଜନୀ ସିରସ୍ତା) — ଚଳିତ ବର୍ଷାରମ୍ଭରେ ଲେଖାଯିବା ନୂତନ ଖାତା — Current year's account-book; new book opened for the current year