ହାଲୋହୋଳି Hālohoḻi
- ଦେ. ବି (ସଂ. ହଳହଜା=ଆନନ୍ଦ କୋଳାହଳ; ସଂ. ହଲ୍ଲକ=କ୍ରୋଧୋକ୍ତି; ସଂ ହିଲ୍ଲୋଳ) ହଲ୍ଲା; କୋଳାହଳ; ଗୋଳମାଳ; ହୁଲର୍; ହୋହା; ଘୋଓଘା — Ado; hubbub; great noise
- ଦେ. ବି (ସଂ. ହଳହଜା=ଆନନ୍ଦ କୋଳାହଳ; ସଂ. ହଲ୍ଲକ=କ୍ରୋଧୋକ୍ତି; ସଂ ହିଲ୍ଲୋଳ) [ଉ—କେତେ ମଲେ ସେ ହେଲା ନାହିଁ କଳି, ଯହିଁ ଶୁଣିବ ଡକା ହାଲହୋଳି। ବ୍ରଜନାଥ, ସମର ତରଙ୍ଗ।]
- ଦେ. ବି (ସଂ. ହଳହଜା=ଆନନ୍ଦ କୋଳାହଳ; ସଂ. ହଲ୍ଲକ=କ୍ରୋଧୋକ୍ତି; ସଂ ହିଲ୍ଲୋଳ) ବିପନ୍ନ ବହୁବ୍ଯକ୍ତିଙ୍କ ଆର୍ତ୍ତନାଦ; ବିପଦ କାଳରେ ବହୁବ୍ଯକ୍ତିଙ୍କର ଧ୍ୱନିଜନିତ ରବ ବା ବୋବାଳି — Loud sound or combined or confused wailings of many persons in distress
- ଦେ. ବି (ସଂ. ହଳହଜା=ଆନନ୍ଦ କୋଳାହଳ; ସଂ. ହଲ୍ଲକ=କ୍ରୋଧୋକ୍ତି; ସଂ ହିଲ୍ଲୋଳ) [ଉ—ହାଲହୋଳି ପଡ଼ିଗଲା ବିଲଙ୍କା ନଗରେ। ସାରଳା, ବିଲଙ୍କା ରାମାୟଣ।]