ହାଲିଆ Hāliā
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — କ୍ଳାନ୍ତ; ପରିଶ୍ରାନ୍ତ — Fatigued
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — [ଉ— ତାହାଙ୍କୁ ଖୋଜି ଖୋଜି ହୋଇଲି ହାଲିଆ। କୃଷ୍ଣସିଂହ, ମହାଭାରତ, ବନ।]
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — ଛାନିଆ; ଭୟତ୍ରସ୍ତ — Frightened; terrified
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — ଚିନ୍ତାଦ୍ୱାରା କ୍ଷିନ୍ନ; ଚିନ୍ତିତ — Very anxious; uneasy
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — [ଉ— ପୂର୍ବେ ଯାଇ କର୍ଣ୍ଣଙ୍କୁ ବହୁ ତିଆରିଲି, ନ ଘେନିବାରୁ ମୁହିଁ ହାଲିଆ ହୋଇଲି। କୃଷ୍ଣସିଂହ, ମହାଭାରତ, ଶାନ୍ତି।]
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — ଶକ୍ତିହୀନ — Powerless
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — ଦୁର୍ବଳ — Weak
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — ବେହାଲ୍; ଶୀର୍ଣ୍ଣ — Lean; reduced
- ବୈଦେ. ବିଣ—(ଆ. ହାଲାକ୍=କ୍ଳାନ୍ତ, ବିବ୍ରତ; କିମ୍ବା ହାଲ୍=ଅବସ୍ଥା; ତୁଳ ସଂ ଅଳ୍ ଧାତୁ=ବାରଣ, ଭୂଷଣ, ପର୍ଯ୍ୟାପ୍ତି; ଏଥିରୁ କ୍ଳାନ୍ତି ଅର୍ଥ ଆସିଥାଇ ପାରେ) — ଅସ୍ତ ବ୍ୟସ୍ତ; କିଂକର୍ତ୍ତବ୍ଯବିମୂଢ଼ — Disturbed; agitated; perturbed; confused