ହାଲ ହୋଳି ପଡ଼ିବା Hāla hoḻi paṟḍ̠ibā

  • ଦେ. ବି — ହୁଲ୍ଲର ବା ବହୁ ଲୋକଙ୍କ ମଧ୍ୟରେ କୋଳାହଳ ଜାତ ହେବା — The raising of a loud noise by many persons in distress
  • ଦେ. ବି — (ଉ—ସମସ୍ତେ ପାଡ଼ିଲେ ବୋବାଳି, ଗ୍ରାମେ ପଡ଼ିଲା ହାଲହୋଳି—ରାମଦାସ, ଦାର୍ଢ଼୍ୟତାଭକ୍ତି।