ହାଲ କଷିବା Hāla kashibā
- ଦେ. କ୍ରି — ଶଗଡ଼ର ପହିଆର ଚାରି ପାଖରେ ଝାମ ବା ଲୁହାର ବଳୟକୁ ସଂଯୋଗ କରିବା — To attach the iron rim round the wheel of a vehicle
- ଦେ. କ୍ରି — [ଦ୍ର—ହାଲମାନ ଲମ୍ବ ଓ ସିଧା ଥାଏ। ତାହାର ଦୁଇ ମୁଣ୍ଡକୁ ନୁଆଁଇଁ ସଂଲଗ୍ନକରି ଅଗ୍ନି ଉତ୍ତାପରେ ତରଳାଇ ଯୋଡ଼ି ଦେଲେ ତାହା ବଳୟାକୃତି ହୁଏ। ଗରମ ଥାଉଁ ଥାଉଁ ତାକୁ ଶଗଡ଼ଚକ ଉପରେ ଭିଡ଼ି ଦିଆଯାଏ ଓ ତାହା ଶୀତଳ ହେଲେ ସଙ୍କୁଚିତ ହୋଇ ଚକକୁ ଜାବୁଡ଼ି ଧରେ।]