ହାର୍ମନିଅମ Hār-maniam
- ବୈଦେ. ବି—(ଇଂ. ହାର୍ମୋନିଅମ୍) ଅନେକ ଗୁଡ଼ିଏ ବଂଶୀର ରିଡ଼୍ ବା ଜିଭ ଖଞ୍ଜି ସେହି ଜିଭ ବାଟେ ଗୋଟିଏ ଭାତିଦ୍ୱାରା ପବନକୁ ନାନା ସ୍ୱରରେ ବାହାର କରି ବଜାଇବା ବାଦ୍ୟ Harmonium. ଯନ୍ତ୍ର ବିଶେଷ — [ଦ୍ର—ଏଥିରେ ବାଁଆଁ ହାତରେ ଭାତି (Bellows) କୁ ଚଳାଇ ଗୋଟିଏ କୋଠରିରେ ଗୁଡ଼ିଏ ପବନ ପୂର୍ଣ୍ଣ କରାଯାଏ ଓ ସେହି କୋଠରି (air-chamber) ରୁ ବାହାରକୁ ପବନ ବାହାରି ଯିବାକୁ ଅନେକଗୁଡ଼ିଏ ଛିଦ୍ର ଥାଏ ସେହି ଛିଦ୍ରମାନଙ୍କ ଦ୍ୱାର— ଦେଶରେ ବଂଶୀର ଜିଭ [reed] ସଂଯୁକ୍ତ ଢିଙ୍କିଆମାନ ଏପରି ଖଞ୍ଜାହୋଇଥାଏ ଯେ, ସେ ଢିଙ୍କିଆମାନଙ୍କ ଲାଞ୍ଜକୁ ଡାହାଣ ହାତର ଆଙ୍ଗୁଠିରେ ଟିପି ଦେଲେ ସେ ଢିଙ୍କିଆମାନ ଛିଦ୍ର ମୁହିଁରୁ ଗୋଟି ଗୋଟି ହୋଇ ଉଠିଗଲାବେଳେ ତତ୍ସମ୍ପୃକ୍ତ ଜିଭବାଟେ ପବନ ବାହାରି ଗୋଟିଏ ଲେଖାଏଁ ଧ୍ୱନି ହୁଏ। ସେ ବଂଶୀର ଜିଭମାନ ଏପରି ମାପ ମୁତାବକ ଖଞ୍ଜା ହୋଇଥାଏ ଯେ, ଗୋଟିଏ ଛିଦ୍ରବାଟେ ଏକ ପ୍ରକାର ଧ୍ୱନି ବାହାରେ। ସେ ଧ୍ୱନିମାନ ଯଥାକ୍ରମେ ହିନ୍ଦୁ ସଙ୍ଗୀତର ସପ୍ତସ୍ୱର [ସା, ରି, ଗା, ମା, ପା, ଧା, ନି; ଇଂ Octave (ଅକ୍ଟେଭ୍)] ସଙ୍ଗେ ମିଳେ। ହାର୍ମୋନିଅମ୍ରେ ଏକାଧିକ ସପ୍ତକ ଓ ସପ୍ତକର କଡ଼ି ମଧ୍ୟମ ସ୍ୱରମାନ ଖଞ୍ଜା ହୋଇଥାଏ। ହାର୍ମୋନିଅମ୍ ବଜାଇବାକୁ ହେଲେ ବାଁଆଁ ହାତରେ ଭାତିକୁ ତାଇବାକୁ ହୁଏ ଓ ଯେଉଁ ସ୍ୱର ବାହାର କରିବାକୁ ହେବ ସେହି ସ୍ୱର ସମ୍ବନ୍ଧୀୟ ଢିଙ୍କିଆର ଲାଞ୍ଜକୁ ଡାହାଣ ହାତର ଭିନ୍ନ ଭିନ୍ନ ଆଙ୍ଗୁଠିଦ୍ୱାରା ଆଘାତ କରାଯାଏ। ହାର୍ମୋନିଅମ୍ ବଜାଇ ତହି ସଙ୍ଗେ ସଙ୍ଗେ ଘତ ବା ଗୀତ ଅଭ୍ୟାସ କରାଯାଇ ବୋଲାଯାଏ। ସିଦ୍ଧହସ୍ତ ବ୍ଯକ୍ତିଙ୍କ ହାତରେ ବାଜିବା ହାର୍ମୋନିଅମର ସ୍ୱରମାନଙ୍କ ସଙ୍ଗେ ସିଦ୍ଧ ଗାୟକଙ୍କର ନିଜର ଗଳାର ସ୍ୱରକୁ ମିଶାଇ ଗାଇଲା— ବେଳେ ତାହା ଅତି ମଧୁର ଶୁଣାଯାଏ। ହାରମୋନିଅମ ଯନ୍ତ୍ର ବଂଶୀର ନିୟମକୁ ଅନୁସରଣ କରି ନିର୍ମିତ। ବଂଶୀର ଛିଦ୍ର ତଳେ ଗୋଟିଏ ଜିଭ ବା ପାତିଆ ଥିବାରୁ ସେ ବାଟେ ପବନ ଗଲେ ବା ଛିଦ୍ରକୁ ଫୁଙ୍କିଲେ ତହିରୁ ଧ୍ୱନି ଉତ୍ପନ୍ନ ହୁଏ; କିନ୍ତୁ ହାରମୋନିଅମ ଅନେକଗୁଡ଼ିଏ ବଂଶୀର ଧାରାବାହିକ ସମାବେଶ ମାତ୍ର।] ଅନେକ ଗୁଡ଼ିଏ ବଂଶୀର ରିଡ଼୍ ବା ଜିଭ ଖଞ୍ଜି ସେହି ଜିଭ ବାଟେ ଗୋଟିଏ ଭାତିଦ୍ୱାରା ପବନକୁ ନାନା ସ୍ୱରରେ ବାହାର କରି ବଜାଇବା ବାଦ୍ୟ — Harmonium.ଯନ୍ତ୍ର ବିଶେଷ
- ବୈଦେ. ବି—(ଇଂ. ହାର୍ମୋନିଅମ୍) ଅନେକ ଗୁଡ଼ିଏ ବଂଶୀର ରିଡ଼୍ ବା ଜିଭ ଖଞ୍ଜି ସେହି ଜିଭ ବାଟେ ଗୋଟିଏ ଭାତିଦ୍ୱାରା ପବନକୁ ନାନା ସ୍ୱରରେ ବାହାର କରି ବଜାଇବା ବାଦ୍ୟ Harmonium. ଯନ୍ତ୍ର ବିଶେଷ — [ଦ୍ର—ଏଥିରେ ବାଁଆଁ ହାତରେ ଭାତି (Bellows) କୁ ଚଳାଇ ଗୋଟିଏ କୋଠରିରେ ଗୁଡ଼ିଏ ପବନ ପୂର୍ଣ୍ଣ କରାଯାଏ ଓ ସେହି କୋଠରି (air-chamber) ରୁ ବାହାରକୁ ପବନ ବାହାରି ଯିବାକୁ ଅନେକଗୁଡ଼ିଏ ଛିଦ୍ର ଥାଏ ସେହି ଛିଦ୍ରମାନଙ୍କ ଦ୍ୱାର— ଦେଶରେ ବଂଶୀର ଜିଭ [reed] ସଂଯୁକ୍ତ ଢିଙ୍କିଆମାନ ଏପରି ଖଞ୍ଜାହୋଇଥାଏ ଯେ, ସେ ଢିଙ୍କିଆମାନଙ୍କ ଲାଞ୍ଜକୁ ଡାହାଣ ହାତର ଆଙ୍ଗୁଠିରେ ଟିପି ଦେଲେ ସେ ଢିଙ୍କିଆମାନ ଛିଦ୍ର ମୁହିଁରୁ ଗୋଟି ଗୋଟି ହୋଇ ଉଠିଗଲାବେଳେ ତତ୍ସମ୍ପୃକ୍ତ ଜିଭବାଟେ ପବନ ବାହାରି ଗୋଟିଏ ଲେଖାଏଁ ଧ୍ୱନି ହୁଏ। ସେ ବଂଶୀର ଜିଭମାନ ଏପରି ମାପ ମୁତାବକ ଖଞ୍ଜା ହୋଇଥାଏ ଯେ, ଗୋଟିଏ ଛିଦ୍ରବାଟେ ଏକ ପ୍ରକାର ଧ୍ୱନି ବାହାରେ। ସେ ଧ୍ୱନିମାନ ଯଥାକ୍ରମେ ହିନ୍ଦୁ ସଙ୍ଗୀତର ସପ୍ତସ୍ୱର [ସା, ରି, ଗା, ମା, ପା, ଧା, ନି; ଇଂ Octave (ଅକ୍ଟେଭ୍)] ସଙ୍ଗେ ମିଳେ। ହାର୍ମୋନିଅମ୍ରେ ଏକାଧିକ ସପ୍ତକ ଓ ସପ୍ତକର କଡ଼ି ମଧ୍ୟମ ସ୍ୱରମାନ ଖଞ୍ଜା ହୋଇଥାଏ। ହାର୍ମୋନିଅମ୍ ବଜାଇବାକୁ ହେଲେ ବାଁଆଁ ହାତରେ ଭାତିକୁ ତାଇବାକୁ ହୁଏ ଓ ଯେଉଁ ସ୍ୱର ବାହାର କରିବାକୁ ହେବ ସେହି ସ୍ୱର ସମ୍ବନ୍ଧୀୟ ଢିଙ୍କିଆର ଲାଞ୍ଜକୁ ଡାହାଣ ହାତର ଭିନ୍ନ ଭିନ୍ନ ଆଙ୍ଗୁଠିଦ୍ୱାରା ଆଘାତ କରାଯାଏ। ହାର୍ମୋନିଅମ୍ ବଜାଇ ତହି ସଙ୍ଗେ ସଙ୍ଗେ ଘତ ବା ଗୀତ ଅଭ୍ୟାସ କରାଯାଇ ବୋଲାଯାଏ। ସିଦ୍ଧହସ୍ତ ବ୍ଯକ୍ତିଙ୍କ ହାତରେ ବାଜିବା ହାର୍ମୋନିଅମର ସ୍ୱରମାନଙ୍କ ସଙ୍ଗେ ସିଦ୍ଧ ଗାୟକଙ୍କର ନିଜର ଗଳାର ସ୍ୱରକୁ ମିଶାଇ ଗାଇଲା— ବେଳେ ତାହା ଅତି ମଧୁର ଶୁଣାଯାଏ। ହାରମୋନିଅମ ଯନ୍ତ୍ର ବଂଶୀର ନିୟମକୁ ଅନୁସରଣ କରି ନିର୍ମିତ। ବଂଶୀର ଛିଦ୍ର ତଳେ ଗୋଟିଏ ଜିଭ ବା ପାତିଆ ଥିବାରୁ ସେ ବାଟେ ପବନ ଗଲେ ବା ଛିଦ୍ରକୁ ଫୁଙ୍କିଲେ ତହିରୁ ଧ୍ୱନି ଉତ୍ପନ୍ନ ହୁଏ; କିନ୍ତୁ ହାରମୋନିଅମ ଅନେକଗୁଡ଼ିଏ ବଂଶୀର ଧାରାବାହିକ ସମାବେଶ ମାତ୍ର।] [ଦ୍ର—ଏଥିରେ ବାଁଆଁ ହାତରେ ଭାତି — (Bellows)କୁ ଚଳାଇ ଗୋଟିଏ କୋଠରିରେ ଗୁଡ଼ିଏ ପବନ ପୂର୍ଣ୍ଣ କରାଯାଏ ଓ ସେହି କୋଠରି(air-chamber)ରୁ ବାହାରକୁ ପବନ ବାହାରି ଯିବାକୁ ଅନେକଗୁଡ଼ିଏ ଛିଦ୍ର ଥାଏ ସେହି ଛିଦ୍ରମାନଙ୍କ ଦ୍ୱାର— ଦେଶରେ ବଂଶୀର ଜିଭ[reed]ସଂଯୁକ୍ତ ଢିଙ୍କିଆମାନ ଏପରି ଖଞ୍ଜାହୋଇଥାଏ ଯେ, ସେ ଢିଙ୍କିଆମାନଙ୍କ ଲାଞ୍ଜକୁ ଡାହାଣ ହାତର ଆଙ୍ଗୁଠିରେ ଟିପି ଦେଲେ ସେ ଢିଙ୍କିଆମାନ ଛିଦ୍ର ମୁହିଁରୁ ଗୋଟି ଗୋଟି ହୋଇ ଉଠିଗଲାବେଳେ ତତ୍ସମ୍ପୃକ୍ତ ଜିଭବାଟେ ପବନ ବାହାରି ଗୋଟିଏ ଲେଖାଏଁ ଧ୍ୱନି ହୁଏ ସେ ବଂଶୀର ଜିଭମାନ ଏପରି ମାପ ମୁତାବକ ଖଞ୍ଜା ହୋଇଥାଏ ଯେ, ଗୋଟିଏ ଛିଦ୍ରବାଟେ ଏକ ପ୍ରକାର ଧ୍ୱନି ବାହାରେ ସେ ଧ୍ୱନିମାନ ଯଥାକ୍ରମେ ହିନ୍ଦୁ ସଙ୍ଗୀତର ସପ୍ତସ୍ୱର [ସା, ରି, ଗା, ମା, ପା, ଧା, ନି; ଇଂOctave(ଅକ୍ଟେଭ୍)] ସଙ୍ଗେ ମିଳେ ହାର୍ମୋନିଅମ୍ରେ ଏକାଧିକ ସପ୍ତକ ଓ ସପ୍ତକର କଡ଼ି ମଧ୍ୟମ ସ୍ୱରମାନ ଖଞ୍ଜା ହୋଇଥାଏ
- ବୈଦେ. ବି—(ଇଂ. ହାର୍ମୋନିଅମ୍) ଅନେକ ଗୁଡ଼ିଏ ବଂଶୀର ରିଡ଼୍ ବା ଜିଭ ଖଞ୍ଜି ସେହି ଜିଭ ବାଟେ ଗୋଟିଏ ଭାତିଦ୍ୱାରା ପବନକୁ ନାନା ସ୍ୱରରେ ବାହାର କରି ବଜାଇବା ବାଦ୍ୟ Harmonium. ଯନ୍ତ୍ର ବିଶେଷ — [ଦ୍ର—ଏଥିରେ ବାଁଆଁ ହାତରେ ଭାତି (Bellows) କୁ ଚଳାଇ ଗୋଟିଏ କୋଠରିରେ ଗୁଡ଼ିଏ ପବନ ପୂର୍ଣ୍ଣ କରାଯାଏ ଓ ସେହି କୋଠରି (air-chamber) ରୁ ବାହାରକୁ ପବନ ବାହାରି ଯିବାକୁ ଅନେକଗୁଡ଼ିଏ ଛିଦ୍ର ଥାଏ ସେହି ଛିଦ୍ରମାନଙ୍କ ଦ୍ୱାର— ଦେଶରେ ବଂଶୀର ଜିଭ [reed] ସଂଯୁକ୍ତ ଢିଙ୍କିଆମାନ ଏପରି ଖଞ୍ଜାହୋଇଥାଏ ଯେ, ସେ ଢିଙ୍କିଆମାନଙ୍କ ଲାଞ୍ଜକୁ ଡାହାଣ ହାତର ଆଙ୍ଗୁଠିରେ ଟିପି ଦେଲେ ସେ ଢିଙ୍କିଆମାନ ଛିଦ୍ର ମୁହିଁରୁ ଗୋଟି ଗୋଟି ହୋଇ ଉଠିଗଲାବେଳେ ତତ୍ସମ୍ପୃକ୍ତ ଜିଭବାଟେ ପବନ ବାହାରି ଗୋଟିଏ ଲେଖାଏଁ ଧ୍ୱନି ହୁଏ। ସେ ବଂଶୀର ଜିଭମାନ ଏପରି ମାପ ମୁତାବକ ଖଞ୍ଜା ହୋଇଥାଏ ଯେ, ଗୋଟିଏ ଛିଦ୍ରବାଟେ ଏକ ପ୍ରକାର ଧ୍ୱନି ବାହାରେ। ସେ ଧ୍ୱନିମାନ ଯଥାକ୍ରମେ ହିନ୍ଦୁ ସଙ୍ଗୀତର ସପ୍ତସ୍ୱର [ସା, ରି, ଗା, ମା, ପା, ଧା, ନି; ଇଂ Octave (ଅକ୍ଟେଭ୍)] ସଙ୍ଗେ ମିଳେ। ହାର୍ମୋନିଅମ୍ରେ ଏକାଧିକ ସପ୍ତକ ଓ ସପ୍ତକର କଡ଼ି ମଧ୍ୟମ ସ୍ୱରମାନ ଖଞ୍ଜା ହୋଇଥାଏ। ହାର୍ମୋନିଅମ୍ ବଜାଇବାକୁ ହେଲେ ବାଁଆଁ ହାତରେ ଭାତିକୁ ତାଇବାକୁ ହୁଏ ଓ ଯେଉଁ ସ୍ୱର ବାହାର କରିବାକୁ ହେବ ସେହି ସ୍ୱର ସମ୍ବନ୍ଧୀୟ ଢିଙ୍କିଆର ଲାଞ୍ଜକୁ ଡାହାଣ ହାତର ଭିନ୍ନ ଭିନ୍ନ ଆଙ୍ଗୁଠିଦ୍ୱାରା ଆଘାତ କରାଯାଏ। ହାର୍ମୋନିଅମ୍ ବଜାଇ ତହି ସଙ୍ଗେ ସଙ୍ଗେ ଘତ ବା ଗୀତ ଅଭ୍ୟାସ କରାଯାଇ ବୋଲାଯାଏ। ସିଦ୍ଧହସ୍ତ ବ୍ଯକ୍ତିଙ୍କ ହାତରେ ବାଜିବା ହାର୍ମୋନିଅମର ସ୍ୱରମାନଙ୍କ ସଙ୍ଗେ ସିଦ୍ଧ ଗାୟକଙ୍କର ନିଜର ଗଳାର ସ୍ୱରକୁ ମିଶାଇ ଗାଇଲା— ବେଳେ ତାହା ଅତି ମଧୁର ଶୁଣାଯାଏ। ହାରମୋନିଅମ ଯନ୍ତ୍ର ବଂଶୀର ନିୟମକୁ ଅନୁସରଣ କରି ନିର୍ମିତ। ବଂଶୀର ଛିଦ୍ର ତଳେ ଗୋଟିଏ ଜିଭ ବା ପାତିଆ ଥିବାରୁ ସେ ବାଟେ ପବନ ଗଲେ ବା ଛିଦ୍ରକୁ ଫୁଙ୍କିଲେ ତହିରୁ ଧ୍ୱନି ଉତ୍ପନ୍ନ ହୁଏ; କିନ୍ତୁ ହାରମୋନିଅମ ଅନେକଗୁଡ଼ିଏ ବଂଶୀର ଧାରାବାହିକ ସମାବେଶ ମାତ୍ର।] ହାର୍ମୋନିଅମ୍ ବଜାଇବାକୁ ହେଲେ ବାଁଆଁ ହାତରେ ଭାତିକୁ ତାଇବାକୁ ହୁଏ ଓ ଯେଉଁ ସ୍ୱର ବାହାର କରିବାକୁ ହେବ ସେହି ସ୍ୱର ସମ୍ବନ୍ଧୀୟ ଢିଙ୍କିଆର ଲାଞ୍ଜକୁ ଡାହାଣ ହାତର ଭିନ୍ନ ଭିନ୍ନ ଆଙ୍ଗୁଠିଦ୍ୱାରା ଆଘାତ କରାଯାଏ। ହାର୍ମୋନିଅମ୍ ବଜାଇ ତହି ସଙ୍ଗେ ସଙ୍ଗେ ଘତ ବା ଗୀତ ଅଭ୍ୟାସ କରାଯାଇ ବୋଲାଯାଏ। ସିଦ୍ଧହସ୍ତ ବ୍ଯକ୍ତିଙ୍କ ହାତରେ ବାଜିବା ହାର୍ମୋନିଅମର ସ୍ୱରମାନଙ୍କ ସଙ୍ଗେ ସିଦ୍ଧ ଗାୟକଙ୍କର ନିଜର ଗଳାର ସ୍ୱରକୁ ମିଶାଇ ଗାଇଲା— ବେଳେ ତାହା ଅତି ମଧୁର ଶୁଣାଯାଏ। ହାରମୋନିଅମ ଯନ୍ତ୍ର ବଂଶୀର ନିୟମକୁ ଅନୁସରଣ କରି ନିର୍ମିତ। ବଂଶୀର ଛିଦ୍ର ତଳେ ଗୋଟିଏ ଜିଭ ବା ପାତିଆ ଥିବାରୁ ସେ ବାଟେ ପବନ ଗଲେ ବା ଛିଦ୍ରକୁ ଫୁଙ୍କିଲେ ତହିରୁ ଧ୍ୱନି ଉତ୍ପନ୍ନ ହୁଏ; କିନ୍ତୁ ହାରମୋନିଅମ ଅନେକଗୁଡ଼ିଏ ବଂଶୀର ଧାରାବାହିକ ସମାବେଶ ମାତ୍ର।]