ହାର୍ମନିଅମ୍ ଚାବି, ହାର୍ମୋନିଅମ୍ ଚାବି Hārmania(o)m chabi
- ଦେ. ବି — ହାରିମନିଅମ୍ର ଭିନ୍ନ ଭିନ୍ନ ଛିଦ୍ରର ମୁହିଁକୁ ଲାଗିଥିବା ଢିଙ୍କିଆ — The keys of a harmonium
- ଦେ. ବି — [ଦ୍ର—ଏ ଢିଙ୍କିଆର ମୁଣ୍ଡ ତତ୍ସମ୍ପୃକ୍ତ ଛିଦ୍ରର ମୁହଁକୁ ବୁଜି ରଖିଥାଏ ଓ ଢିଙ୍କିଆର ଲାଞ୍ଜରେ ଆଙ୍ଗୁଠି ଟିପ ମାରିଲେ ଛିଦ୍ରର ମୁହିଁପାଖରୁ ଢିଙ୍କିଆର ମୁଣ୍ଡ ଉଠିଯାଇ ସେହିବାଟେ ପବନ ବାହାରି ଆସେ ଓ ଭିନ୍ନ ଭିନ୍ନ ଅଭିପ୍ରେତ ସ୍ୱର ବହିର୍ଗତ ହୁଏ।]