ହାର୍ମନିଅମ ରିଡ଼୍, ହାର୍ମୋନିଅମ ରିଡ଼୍ Hār-ma(o)niam rid
- ବୈଦେ. ବି — (ଇଂ) ହାର୍ମୋନିଅମ୍ର ଭିନ୍ନ ଭିନ୍ନ ଛିଦ୍ର ତଳେ ଖଞ୍ଜା ଯାଇଥିବା ବଂଶୀର ଜିଭମାନ — The reeds of a harmonium
- ବୈଦେ. ବି — [ଦ୍ର—ଏମାନ ଧାତୁର ପାତିଆ; ଏହି ପାତିଆ ଛିଦ୍ରଯୁକ୍ତ ଧାତୁଖଣ୍ଡ ଉପରେ ହୁଗୁଳା ହୋଇ ଏପରି ଲଗାଯାଇ ଥାଏ ଯେ, ସେହି ପାତିଆ ବାଟେ ପବନ ବାହାରିଲେ ଧ୍ୱନି ଜାତ ହୁଏ।]