ହାର୍ଦ Hārda
- ସଂ.ବି—(ହୃଦ୍ ଶବ୍ଦ+ଯ) — ସୌହାର୍ଦ୍ଦ୍ୟ ହୃଦ୍ୟତା; ପ୍ରଣୟ; ସ୍ନେହ; ପ୍ରେମ (ଅମର) — Love; affection; attachment
- ସଂ.ବି—(ହୃଦ୍ ଶବ୍ଦ+ଯ) — ମମତା; କୋମଳହୃଦୟତା; ଦୟା — Kindness; compassion; softness of heart
- ବିଣ — ହୃଦୟ ସମ୍ବନ୍ଧୀୟ — Relating to the heart; cardiac
- ବିଣ — ହୃଦ୍ଗତ — Internal; mental
- ବିଣ — ହୃଦ୍ୟ; ମନୋରମ — Agreeable