ହାର୍ଦ୍ଦୀ Hārddī

  • ସଂ. ବିଣ. ପୁଂ (ହାର୍ଦ୍ଦ+ଇନ୍=ହାର୍ଦ୍ଦିନ୍; 1 ମା. 1 ବ) — ସ୍ନେହଯୁକ୍ତ — Loving; affectionate
  • ସଂ. ବିଣ. ପୁଂ (ହାର୍ଦ୍ଦ+ଇନ୍=ହାର୍ଦ୍ଦିନ୍; 1 ମା. 1 ବ) — ମାୟାଯୁକ୍ତ; ମମତାଯୁକ୍ତ — Compassionate