ହାର୍ଦିକ୍ୟ Hārdikya

  • ସଂ. ବି—(ହାର୍ଦ୍ଦିକ+ଭାବ. ଯ) — ମିତ୍ରାତା; ସୁହୃଦ୍— ଭାବ — Friendship
  • ସଂ. ବି—(ହାର୍ଦ୍ଦିକ+ଭାବ. ଯ) — ଆନ୍ତରିକତା — Cordiality