ହାର୍ଟ ଡିସିଜ୍ Hārṭ ḍisij

  • ଦେ. ବି—(ଇଂ ହାର୍ଟଡ଼ିସିଜ୍) — ହୃଦରୋଗ୍; ହୃତପିଣ୍ଡର ଦୁର୍ବଳତା ଓ ଛାତି ଦମ୍ ଦମ୍ ହେବାରୂପ ମାରାତ୍ମକ ରୋଗ — Heart disease