ହାରୀ Hārī
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — ମନୋହର — Charming; pleasing
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — ଅପହାରକ; ହରଣକାରୀ — Stealing
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — ଯେ ନେଇଯାଏ — Taking away
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — ବାହକ; ବହନକାରୀ — Bearing; carrying
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — ନାଶକାରୀ — Destroying
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — ପରାଜୟକାରୀ — Vanquishing
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — ଅଦାୟକାରୀ—(ହି. ଶ) — Realising
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — [ଦ୍ର—ଏହା ମଧ୍ୟ ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଓ ପ୍ରକୃତିପ୍ରତ୍ୟୟରେ ଉପସର୍ଗ ଓ ଉପପଦମାନଙ୍କ ସଙ୍ଗେ ଯୁକ୍ତ ହୁଏ। ଯଥା— ମନୋହାରୀ, ଚିତ୍ତହାରୀ, ବ୍ଯବହାରୀ, ଅପହାରୀ ଇତ୍ୟାଦି।]
- ସଂ. ବିଣ. ପୁଂ— (ହୃ ଧାତୁ+କର୍ତ୍ତୃ ଇନ୍; ହାରିନ୍ ଶବ୍ଦ 1 ମା 1 ବ) — (ହାର + ଅଛି ଅର୍ଥରେ ଇନ୍, ହାରିନ୍ ଶବ୍ଦ 1 ମା 1 ବ)—ହାରଧାରୀ; ଯେ ହାର ପିନ୍ଧଥାଏ — (ହାର + ଅଛି ଅର୍ଥରେ ଇନ୍, ହାରିନ୍ ଶବ୍ଦ1ମା1ବ)—ହାରଧାରୀ; ଯେ ହାର ପିନ୍ଧଥାଏ—. Wearing necklace
- ପ୍ରାଦେ (ପାଟଣା) ବି — ସ୍ତ୍ରୀଲୋକ — Woman