ହାରାହାରି Hārāhāri
- ଦେ. ବି—(ସଂ. ହରଣ=ଭାଗ କରଣ) — ବହୁସଂଖ୍ୟକ ପଦାର୍ଥର ମୂଲ୍ୟ ଆଦିକୁ ମିଶାଇ ଯୋଗଫଳକୁ ପଦାର୍ଥର ସଂଖ୍ୟାଦ୍ୱାରା ହରଣ କରି ଗୋଟାଏ ପଦାର୍ଥର ମୂଲ୍ୟ ସ୍ଥିର କରିବା ରୂପ ଗଣନା; ମୋଟା ମୋଟି ହିସାବ; ବିଛାଉଣି; ମଥୋଟ — Calculation on the average; rateable calculation
- ଦେ. ବି—(ସଂ. ହରଣ=ଭାଗ କରଣ) — (କଚିରିଆ) —ଦେଣଦାରଙ୍କଠାରୁ ପ୍ରାପ୍ୟ ମହାଜନମାନଙ୍କ ଦେଣାର ପରିମାଣ ହିସାବ କରି ଦେଣଦାରଠାରୁ ମିଳିଥିବା ସମ୍ପତ୍ତିର ମୂଲ୍ୟକୁ ମୋଟ କରି ସମ୍ପତ୍ତିର ଅନୁପାତକୁ ଚାହିଁ ପ୍ରତ୍ୟେକ ମହାଜନଙ୍କ ଦେଣାକୁ ବିଛଉଣି କରିବାରୂପ କର୍ମ; ଦେଣଦାରଙ୍କର ଦେୟ ଟଙ୍କା ସର୍ବସମେତ କେତେ ଓ ତାଙ୍କର ସମ୍ପତ୍ତିର ସର୍ବସମେତ ମୂଲ୍ୟ କେତେ, ଏହା ସ୍ଥିର କରି ଦେଣାର ଅନୁପାତରେ ମହାଜନମାନେ ଟଙ୍କାକେ ବା ଶତକଡ଼ା କେତେ ପାଇବେ, ଏଥିରୁ ନିରୂପଣ — (court language) Rateable distribution of the assets of a debter amongst the creditors
- ଦେ. ବି—(ସଂ. ହରଣ=ଭାଗ କରଣ) — ହାର୍ ଜିତ୍; ଯଥାକ୍ରମେ ବା ବାରବାର ହାରିବା ଓ ଜିତିବା — Successive defeats and victories
- ବିଣ — ଆନୁପାତିକ — Rateable
- ବିଣ — ମୋଟାମୋଟି ବିଛାଉଣି ଅନୁସାରେ ଗଣନା କରାଯିବା — Average
- ବିଣ — [ଦ୍ର—କୌଣସି ବିଦ୍ୟାଳୟର ହାରାହାରୀ ଛାତ୍ରସଂଖ୍ୟା ସ୍ଥିର କରିବାକୁ ହେଲେ ପ୍ରତି ମାସରେ କେତେ ପିଲାସ୍କୁଲରେ ଥିଲେ ତାହା 12 ମାସର ମୋଟ କରି ତାକୁ 12 ରେ ହରିଦେଲେ ଭାଗଫଳ ଯାହା ପଡ଼େ ତାହା ହାରାହାରି ଛାତ୍ରସଂଖ୍ୟ।] — [ଦ୍ର—କୌଣସି ବିଦ୍ୟାଳୟର ହାରାହାରୀ ଛାତ୍ରସଂଖ୍ୟା ସ୍ଥିର କରିବାକୁ ହେଲେ ପ୍ରତି ମାସରେ କେତେ ପିଲାସ୍କୁଲରେ ଥିଲେ ତାହା12ମାସର ମୋଟ କରି ତାକୁ12ରେ ହରିଦେଲେ ଭାଗଫଳ ଯାହା ପଡ଼େ ତାହା ହାରାହାରି ଛାତ୍ରସଂଖ୍ୟ]
- କ୍ରି. ବିଣ — ଆନୁପାତିକ ହିସାବରେ; ମଥୋଟରେ — One the average
- କ୍ରି. ବିଣ — [ଦ୍ର—ପୃଥିବୀର ଅନ୍ଯ କେତେକ ସଭ୍ୟ ଦେଶମାନଙ୍କ ଅବସ୍ଥା ସଙ୍ଗେ ଭାରତର ଅବସ୍ଥା ତୁଳନା କରିବାରେ ନିମ୍ନଲିଖିତ ହାରାହାରି ତାଲିକା ସାହାଯ୍ୟ କରିପାରେ (ସହକାର ପତ୍ରିକା)— ଲୋକ ସଂଖ୍ୟା ଅନୁପାତ; ହଜାରକ ମଧ୍ୟରେ ଲଣ୍ଡନ ଆମେରିକା ଜାପାନ ଭାରତବର୍ଷ ଶିକ୍ଷିତଙ୍କ ହାର 935ଜଣ 955ଜଣ 978ଜଣ 52ଜଣ ଜନ୍ମରହାର 29 22 24 27 ମୃତ୍ୟୁର ହାର 12 10 15 25 ଶିଶୁ ମୃତ୍ୟୁ 72 54 105 185 ହାରାହାରି ପରମାୟୁ ପ୍ରତ୍ୟେକ ଲୋକର 50ବର୍ଷ 56ବର୍ଷ 47ବର୍ଷ 25ବର୍ଷ ହାରାହାରି ଧନ ପ୍ତତ୍ୟେକ ଲୋକର 3500ଟଙ୍କା 7640ଟଙ୍କା 2870ଟଙ୍କା 278ଟଙ୍କା ହାରାହାରି ଏକଦିନର ଆୟ ଟ0୴ ଟ7୴ ଟ4୶ ଟ0୵6 — [ଦ୍ର—ପୃଥିବୀର ଅନ୍ଯ କେତେକ ସଭ୍ୟ ଦେଶମାନଙ୍କ ଅବସ୍ଥା ସଙ୍ଗେ ଭାରତର ଅବସ୍ଥା ତୁଳନା କରିବାରେ ନିମ୍ନଲିଖିତ ହାରାହାରି ତାଲିକା ସାହାଯ୍ୟ କରିପାରେ (ସହକାର ପତ୍ରିକା)— ଲୋକ ସଂଖ୍ୟା ଅନୁପାତ;ହଜାରକ ମଧ୍ୟରେଲଣ୍ଡନଆମେରିକାଜାପାନଭାରତବର୍ଷଶିକ୍ଷିତଙ୍କ ହାର935ଜଣ955ଜଣ978ଜଣ52ଜଣଜନ୍ମରହାର29222427ମୃତ୍ୟୁର ହାର12101525ଶିଶୁ ମୃତ୍ୟୁ7254105185ହାରାହାରି ପରମାୟୁ ପ୍ରତ୍ୟେକ ଲୋକର50ବର୍ଷ56ବର୍ଷ47ବର୍ଷ25ବର୍ଷହାରାହାରି ଧନ ପ୍ତତ୍ୟେକ ଲୋକର3500ଟଙ୍କା7640ଟଙ୍କା2870ଟଙ୍କା278ଟଙ୍କାହାରାହାରି ଏକଦିନରଆୟ ଟ0୴ଟ7୴ଟ4୶ଟ0୵6