ହାରାହାରି ଉପସ୍ଥାନ ସଂଖ୍ୟା Hārāhāri upasthāna saṁkhyā

  • ଦେ. ବି — 12 ମାସର ପ୍ରତି କାର୍ଯ୍ୟ ଦିବସରେ ଯେତେ ପିଲା ବିଦ୍ୟାଳୟରେ ଉପସ୍ଥିତ ହୋଇ ଥାଆନ୍ତି; ସେହି ଦୈନିକ ଉପସ୍ଥାନ ସଂଖ୍ୟାକୁ ମୋଟ କରି ଯୋଗଫଳକୁ ଉକ୍ତ ମାସର କାର୍ଯ୍ୟ—ଦିବସମାନଙ୍କ ସଂଖ୍ୟାରେ ହରିଲେ ଯାହା ଫଳ ପଡ଼େ — 12ମାସର ପ୍ରତି କାର୍ଯ୍ୟ ଦିବସରେ ଯେତେ ପିଲା ବିଦ୍ୟାଳୟରେ ଉପସ୍ଥିତ ହୋଇ ଥାଆନ୍ତି; ସେହି ଦୈନିକ ଉପସ୍ଥାନ ସଂଖ୍ୟାକୁ ମୋଟ କରି ଯୋଗଫଳକୁ ଉକ୍ତ ମାସର କାର୍ଯ୍ୟ—ଦିବସମାନଙ୍କ ସଂଖ୍ୟାରେ ହରିଲେ ଯାହା ଫଳ ପଡ଼େ—Average attendance in a school
  • ଦେ. ବି — [ଦ୍ର—ମାସରେ ସ୍କୁଲ ଖୋଲା ଥିବା ଦିନମାନଙ୍କର ଉପସ୍ଥାନ ସଂଖ୍ୟାକୁ ମୋଟ କରି ଉକ୍ତ ମାସର କାର୍ଯ୍ୟ ଦିବସମାନଙ୍କ ସଂଖ୍ୟା ଦ୍ୱାରା ହରିଲେ ଭାଗଫଳରୁ ଦୈନିକ ଉପସ୍ଥାନର 'ହାରାହାରି' ଜଣାପଡ଼େ।
  • ଦେ. ବି — — 12ମାସର ଉପସ୍ଥାନ ସଂଖ୍ୟାକୁ ମୋଟ କରି ଯୋଗଫଳକୁ12ରେ ହରିଲେ ମାସିକ ହାରାହାରି ଉପସ୍ଥାନସଂଖ୍ୟା ଜଣାପଡ଼େ
  • ଦେ. ବି — ଏହିପରି କସୋଟରେ ବିଦ୍ୟାଳୟର ହାରାହାରି ଛାତ୍ର ସଂଖ୍ୟା — average realisation of schooling fess,ହାରାହାରି ଚାନ୍ଦା ଅସୁଲ— average subscriptionଆଦି ଗଣନା କରାଯାଏ]