ହାରାମ୍ଜାଦୀ Hārām-jādī

  • ବୈଦେ. ବି—(ଆ ହରାମ୍ ଜାଦ୍ଗୀ) ଦୁଷ୍ଟାମି — Wickedness
  • ବୈଦେ. ବି—(ଆ ହରାମ୍ ଜାଦ୍ଗୀ) ବର୍ଣ୍ଣସଙ୍କରତ୍ୱ — Illegitimacy
  • ବିଣ—ସ୍ତ୍ରୀ (ଆ ହରାମ୍ଜାଦୀ) — ହାରାମ୍ଜାଦାର ସ୍ତ୍ରୀଲିଙ୍ଗ — The feminine of 'Hārām jādā'