ହାରାମ୍ କାର୍ Hārām kār

  • ବୈଦେ. ବିଣ—(ଆ. ହରାମ୍+ଫା. କାର୍) — ଶାସ୍ତ୍ର ନିଷିଦ୍ଧ କର୍ମକାରୀ — Doing forbidden acts
  • ବୈଦେ. ବିଣ—(ଆ. ହରାମ୍+ଫା. କାର୍) — ବ୍ୟଭିଚାରୀ (ହି. ଶ) — Adulterous