ହାରାମଖୋର୍ Hārām-khor
- ବୈଦେ. ବିଣ ପୁଂ—(ଆ ହରାମ୍+ଫା ଖୋର୍) — ନିଷିଦ୍ଧ ଖାଦ୍ୟ ଭୋଜନକାରୀ (ପୁରୁଷ) — (a male) Partaking of prohibited food
- ବୈଦେ. ବିଣ ପୁଂ—(ଆ ହରାମ୍+ଫା ଖୋର୍) — କୋରାନ୍ ଅନୁସାରେ ନିଷିଦ୍ଧ ସୁଧ ଗ୍ରହଣକାରୀ (ବ୍ଯକ୍ତି) — (a person) Enjoying or taking interest on money lent
- ବୈଦେ. ବିଣ ପୁଂ—(ଆ ହରାମ୍+ଫା ଖୋର୍) — ମୋଫତ୍ଖୋର୍ (ହି. ଶ) — Living on the earning of others
- ବୈଦେ. ବିଣ ପୁଂ—(ଆ ହରାମ୍+ଫା ଖୋର୍) — ପାପଲବ୍ଧ ଧନ ଅର୍ଜନକାରୀ ବା ଭୋଗକାରୀ — Earning or living on the money earned by sin
- ବୈଦେ. ବିଣ ପୁଂ—(ଆ ହରାମ୍+ଫା ଖୋର୍) — ଅଳସୁଆ — Idle