ହାରାବଳୀ Hārābalī

  • ସଂ. ବି—( 6 ଷ୍ଠୀ ତତ୍, ହାର+ଆବଳୀ=ସମୂହ) — ହାର ସମୂହ; ହାର ଶ୍ରେଣୀ — A collection of garlands or necklaces
  • ସଂ. ବି—( 6 ଷ୍ଠୀ ତତ୍, ହାର+ଆବଳୀ=ସମୂହ) — ବହୁ ସୋରା ଥିବା ହାର — Many stringed necklace
  • ସଂ. ବି—( 6 ଷ୍ଠୀ ତତ୍, ହାର+ଆବଳୀ=ସମୂହ) — (ନାମ) ସଂସ୍କୃତ ଗ୍ରନ୍ଥକାର ପୁରୁଷୋତ୍ତମକୃତ କୋଷ ବା ଅଭିଧାନ — The title of a Sanskrit dictionary by one purushottama