ହାର ଗୁନ୍ଥିବା Hāra gunthibā

  • ଦେ. କ୍ରି—(ସଂ. ହାର ଓ ଗ୍ରନ୍ଥ ଧାତୁ) — ହାରର ଭିନ୍ନ ଭିନ୍ନ ଅଂଶ ବା ଗୋଟିମାନଙ୍କୁ ସୂତାଦ୍ୱାରା ଗୁନ୍ଥିବା ବା ଏକତ୍ର ସମାବିଷ୍ଟ କରିବା — To string beads into a garland or necklace