ହାର ଗୁନ୍ଥାଇବା Hāra gunthāibā

  • ଦେ. କ୍ରି — (ହାର ଗୁନ୍ଥିବାର ଣିଜନ୍ତ ରୂପ — (The causative form of Hāra gunthibā)
  • ଦେ. କ୍ରି — ପାଟରା ଆଦିଙ୍କ ଦ୍ୱାରା ହାରଗୁନ୍ଥା କାମ କରାଇବା । — To cause a person to string together the beads of a necklace or garland