ହାମ୍ବଡ଼ା Hām-baṟḍ̠ā

  • ବୈଦେ. ବିଣ (ହି. ହାମ୍+ବଡ଼ା; ମୁଁ ବଡ଼ ଅଟେ) — ଗର୍ବିତ; ଅହଙ୍କାରୀ; ଯେ ବିଚାରେ ଯେ, ମୋଠାରୁ କେହି ବଡ଼ ବା ଯୋଗ୍ୟ କ୍ଷମତାଶାଳୀ ବ୍ଯକ୍ତି ନାହାନ୍ତି — Proud; self exalted arrogant (person)