ହାମ୍ପୋଡ଼ିହେବା Hāmpoṟḍ̠i hebā

  • ଦେ. କ୍ରି — ଆଘାତ ଦ୍ୱାରା ଦୂରକୁ ନିକ୍ଷିପ୍ତ ହେବା — To be thrown away to a great distance by a strong stroke
  • ଦେ. କ୍ରି — (ଉ—ହାମ୍ପୋଡ଼ି ହୋଇଣ କେ ପଡ଼ିଲା ମୋହ ଯାଇ—ପୀତାମ୍ବର, ନୃସିଂହ ପୁରାଣ]