ହାମ୍ପୋଳି ଠୁକିବା Hāmpoḻi ṭhukibā

  • ଦେ. କ୍ରି — କରତଳ ଦ୍ୱାରା ଧୀରେ ଧୀରେ ପ୍ରେମ ଚାପୁଡ଼ି ମାରିବା — To pat slowly and fondly
  • ଦେ. କ୍ରି — [ଉ—ନିତମ୍ବେ ହାମ୍ପୋଳି ଠୁଙ୍କୁ ଚେତନା ବସିଲା—ଭଞ୍ଜ, ଲାବଣ୍ୟବତୀ]