ହାମ୍ପୋଳା Hāmpoḻā

  • ଦେ. ବି — କୌତୁକରେ ବା ସ୍ନେହରେ କରତଳ ଦ୍ୱାରା ଅନ୍ୟର ଦେହରେ ମରାଯିବା କ୍ଷୁଦ୍ର ଆଘାତ ବା ଫୁଟିକି; ପ୍ରେମ ଚାପୁଡ଼ି — Patting by the palm in affection or fun