ହାମ୍ପି ହେବା Hāmpi hebā

  • ଦେ. କ୍ରି—(ଧ୍ୱନ୍ୟନୁକରଣ) — ଧକେଇ ହେବା; ଧଇଁ ସଇଁ ହେବା — To gasp of brath
  • ଦେ. କ୍ରି—(ଧ୍ୱନ୍ୟନୁକରଣ) — [ଦ୍ର—କୁକୁରମାନ ଗ୍ରୀଷ୍ମକାଳ ଦିନ ଦ୍ୱିପ୍ରହର ବେଳେ ଓ ଧଇଁଆମାନେ ଶ୍ୱାସରୋଗ ଧଇଲାବେଳେ ହାମ୍ପିହୁଅନ୍ତି]