ହାମ୍କାଲି ମକଦମା Hām-kāli makadamā

  • ବୈଦେ. ବି—(ଆ. ହାମକାଲେବ+ଫା, ମୁକଦମା, କଚିରିଆ ଭାଷା) — ଏକ ଶ୍ରେଣୀର ଅର୍ଥାତ ସମଜାତୀୟ ବିଷୟ ମୀମାଂସିତ ହେବା ପାଇଁ ଦାଏର୍ ହୋଇଥିବା ଭିନ୍ନ ଭିନ୍ନ ମକଦମା — Analogous suits