ହାମ୍ ଶୱାରି Hām ṡawāri

  • ବୈଦେ. ବିଣ (ଫା. ହାମ୍ ଶହରୀ=ସମନାଗରିକ, ଏକ ନଗରରେ ବାସ କରୁଥିବା ବ୍ଯକ୍ତି, ଏମାନେ ପରସ୍ପରର ସହାୟକ ଥିବାର ଅନୁଭବରୁ) — ଯେଉଁ ବ୍ଯକ୍ତି ସର୍ବଦା ପ୍ରଭୁଙ୍କ ନିକଟରେ ଉପସ୍ଥିତ ଥାଇ ବିପଦ ଆପଦରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥାଏ — (a person) Who is always at hand and ready to help the master in danger