ହାମ୍ ଦରଦୀ Hām daradī

  • ବୈଦେ. ବିଣ (ଫା) — ଯେ ଅନ୍ଯ ପାଇଁ (ଦରଦ୍) କଷ୍ଟ ସହେ ବା ସହାନୁଭୂତି ଦେଖାଏ — Feeling for another
  • ବୈଦେ. ବିଣ (ଫା) — [ଉ—ବନ୍ଧୁ ବାନ୍ଧବ ହାମ୍ ଦରଦୀ ପାଞ୍ଚ ଜଣ କେତେ ଥର କହିଲେଣି—ଫକୀରମୋହନ, ଗଳ୍ପସ୍ୱଳ୍ପ।]