ହାମେହାଲ୍ Hāme hāl

  • ବୈଦେ. ବି. (କଚିରିଆ) (ଆ. ହାମେହାଲ୍—ଅବିରତ ଭାବେ) — ସମସ୍ତ ଘଟନା ବା ଅବସ୍ଥା — Every matter; all matters; every matter or circumstance
  • କ୍ରି. ବିଣ — ସବୁ ଅବସ୍ଥାରେ — In all conditions
  • କ୍ରି. ବିଣ — ସର୍ବଦା — Always
  • କ୍ରି. ବିଣ — ଅବିରତ — Constantly