ହାମୁ Hāmu

  • ଦେ. ବି—(ଖାଇବାବେଳେ ପାଟିକୁ ହାଉଁ ହାଉଁ କରିବାରୁ) — ଅନ୍ନ — Boiled rice
  • ଦେ. ବି—(ଖାଇବାବେଳେ ପାଟିକୁ ହାଉଁ ହାଉଁ କରିବାରୁ) — ଖାଦ୍ୟ — Meal
  • ଦେ. ବି—(ଖାଇବାବେଳେ ପାଟିକୁ ହାଉଁ ହାଉଁ କରିବାରୁ) — (ଶିଶୁ ଭାଷା) ଭୋଜନ କରିବା; ହାଉଁ — Taking of meal