ହାମୁଡ଼ାଇବା Hāmuṟḍ̠āibā
- ଦେ. କ୍ରି — ହାମୁଡ଼ିବା; ଆଣ୍ଠୁ ଓ ହାତଦ୍ୱାରା ଚାଲିବା — To crawl with the knees and hands
- ଦେ. କ୍ରି — ହାମୁଡ଼ିବାର ଣିଜନ୍ତରୂପ; ଅନ୍ଯ ବ୍ଯକ୍ତିକୁ ହାମୁଡ଼ିବା ପାଇଁ ବାଧ୍ୟ କରିବା — To cause another to crawl on all fours
- ଦେ. କ୍ରି — ଅନ୍ଯ ବ୍ଯକ୍ତିକୁ ଆଣ୍ଠୁଆଇବା; ଅନ୍ୟକୁ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ କରିବା — To cause a person to kneel down