ହାମାମ୍ ଦସ୍ତା, ହାମାମ୍ ଦିସ୍ତା Hāmām da(i)stā

  • ବୈଦେ. ବି [ସହଚର] (ଫା. ହାୱାନ= କୁଣ୍ଡି, ଉଦୁଖଳ+ଦସ୍ତା=ମୁଷଳ) ଶୁଷ୍କ ଶୁଷ୍କ ଦ୍ରବ୍ୟ ଚୂର୍ଣ୍ଣ କରିବା ପାଇଁ ବ୍ଯବହୃତ ଲୁହାର ଖଲ ଓ ପୁଆ — Iron mortar and pestle for pounding dry things