ହାମା ଗୁଡ଼ି Hāmāguṟḍ̠i

  • ଦେ. ବି (ବଙ୍ଗଳାରୁ ଅନୁକୃତ; ହମ୍ବା=ଗାଈର; ବୋବାଳି; ହମା=ଗାଈ+ଗୋଡ଼ ଗାଈ ପରି ଚାରି ଗୋଡ଼ରେ ଚାଲିବା) — ଦୁଇ ଆଣ୍ଠୁକୁ ଓ ଦୁଇ ହାତକୁ ତଳେ ଭରା ଦେଇ ଚାଲିବା — Crawling on all fours