ହାବୋଡ଼ିବା Hāboṟḍ̠ibā

  • ଦେ. କ୍ରି — ଦୈବାତ୍ ଓ ହଠାତ୍ ଭେଟିବା — To meet accidentally
  • ଦେ. କ୍ରି — [ଉ— ହାବୋଡ଼ି ଯିବ ସେ ଅକସ୍ମାତ ଆସି—ରାଧାନାଥ, ଦରବାର।]
  • ଦେ. କ୍ରି — ହାବୁଡ଼ିବା (ଦେଖ) — Hābuṟḍ̠ibā (See)
  • ଦେ. କ୍ରି — [ଉ—ହରିଣ ଶିଶୁକୁ ପଥେ ହର୍ଯ୍ୟକ୍ଷ ଯେପରି ହାବୋଡ଼ି। ରାଧାନାଥ, ମହାଯାତ୍ରା।]
  • ଦେ. କ୍ରି — ସମ୍ମୁଖରେ ଉପସ୍ଥିତ ହେବା — To come to one's front
  • ଦେ. କ୍ରି — [ଉ— ହାବୋଡ଼େ ଆସି ଯେ ନ ଦେଇ ଖବର। ରାଧାନାଥ, ଦରବାର।]