ହାବୋଡ଼ାଇ ଦେବା, ହାବୋଡ଼େଇ ଦେବା Hāboṟḍ̠ā(e)i debā
- ଦେ. କ୍ରି — ହଠାତ୍ ଆଣି ଉପସ୍ଥିତ କରାଇ ଦେବା — To produce suddenly
- ଦେ. କ୍ରି — ଗୋଟାଏ ବଡ଼ ବସ୍ତୁକୁ ଆଗରେ ରଖି ଅନ୍ଯ ବସ୍ତୁର ଗତିକୁ ଅଟକାଇ ଦେବା — To stop the motion or progress of a thing by suddenly putting an obstacle in front