ହାବୁଡ଼େ ଚଢ଼ିବା Hābuṟḍ̠e chaṟḍ̠ẖibā
- ଦେ. କ୍ରି — ଭେଟ ହେବା; ସାମନାରେ ଦୃଷ୍ଟିଗୋଚର ହେବା — To be met by; to encounter
- ଦେ. କ୍ରି — (ଯଥା— ମଞ୍ଚାରେ ରାତିଯାକ ଜଗି ଜଗି ବାଘ ଶିକାରିର ହାବୁଡ଼େ ପଡ଼ିଲା ନାହିଁ।)
- ଦେ. କ୍ରି — ହସ୍ତଗତ ହେବା — To be got by
- ଦେ. କ୍ରି — (ଯଥା—ଏତେ ଦିନ ଚେଷ୍ଟା କରି କିଛି ଧନ ମୋ ହାବୁଡ଼େ ପଡ଼ିଲା ନାହିଁ)
- ଦେ. କ୍ରି — ଅଧୀନତାକୁ ଆସିବା; ବଶୀଭୂତ ହେବା — To come under the control of
- ଦେ. କ୍ରି — [ଦ୍ର—ସାତ ବରଷ ଯାର, ଅଣ୍ଟିଲା ନାହିଁ କର-କମଳ କନିଷ୍ଠକୁ ଗୋବର୍ଦ୍ଧନ, ପଡ଼ିଛୁ ତା ହାବୁଡ଼େ, ପୁଣି କାହିଁକ ଏଡ଼େ ଉନ୍ନତକୁଚାର୍ପଣେ ଅଭି— ମାନ। କବିସୂର୍ଯ୍ୟ ସଙ୍ଗୀତ।]