ହାବୁଡ଼ିବା Hābuṟḍ̠ibā
- ଦେ କ୍ରି — ଅପ୍ରତ୍ୟାଶିତ ଭାବରେ ହଠାତ୍ ଦୁଇଟି ବସ୍ତୁ ପରସ୍ପର ସଙ୍ଗେ ଜୋଟ୍ ଖାଇବା — (Two things) . To come in contact with each other suddenly and with force
- ଦେ କ୍ରି — ଅଟକି ଯିବା; ଲାଗିବା; ବାଜିବା — To come in contact with
- ଦେ କ୍ରି — (ଯଥା—ଜାହାଜ ତଳେ ଗୋଟାଏ ପାହାଡ଼ ହାବୁଡ଼ି ଗଲା)
- ଦେ କ୍ରି — ପୂର୍ବରୁ ଜଣା ନ ଯାଇ ହଠାତ୍ ଆସି ଉପସ୍ଥିତ ହେବା — To suddenly appear at a place unannounced
- ଦେ କ୍ରି — ଭେଟିବା; ସମ୍ମୁଖରେ ଉପସ୍ଥିତ ହେବା — To meet, to come across; to encounter